ବିଜେଡି ଡାକରା  ସାରା ରାଜ୍ୟରେ  ଜୁନ ୨୫ ରେ ଆନ୍ଦୋଳନ

ଭୁବନେଶ୍ଵର :- ଆସନ୍ତା ୨୫ ତାରିଖରେ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦେଇଛି ଛାତ୍ର ଓ ଯୁବ ବିଜେଡି। ନାରୀ ସୁରକ୍ଷାକୁ ନେଇ ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ପ୍ରତିବାଦ କରାଯିବ। ଛାତ୍ର ଛାତ୍ରୀମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବେ ମୋହନ ସରକାରଙ୍କ ବିରୋଧରେ। ମାଆ ଭଉଣୀଙ୍କ ସୁରକ୍ଷା ପାଇଁ ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ରାଜ୍ୟର ସମସ୍ତ ଯୁବ ଓ ଛାତ୍ର ସଂଗଠନକୁ ଆହ୍ଵାନ ଦେଇଛି ଛାତ୍ର ବିଜେଡି।ଏହି ଆନ୍ଦୋଳନ ରେ ଯୁବ ଛାତ୍ର ମାନେ ଯୋଗ ଦେଇ ସଫଳ କରିବାକୁ ଆହ୍ବାନ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *