ଆପଣ ମୁମ୍ୱାଇ ରୁ ସୁସ୍ଥ ହୋଇ ଫେରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତୁ ଏହା ହିଁ ମୋର ମହାପ୍ରଭୁ ଙ୍କୁ ପ୍ରାର୍ଥନା -ରାଜେନ୍ଦ୍ର

ଭୁବନେଶ୍ଵର :- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି  ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାରୁ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ  ରାଜେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱ ରେ ସତାଧିକ ବିଜୁ ପ୍ରେମୀ ବିଜୁ ପଟ୍ଟନାୟକ ଏୟାରପୋର୍ଟ ରେ ଏକାଠି ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଓ ସାଢେ ଚାରିକୋଟି ଓଡିଆଙ୍କ ଆଶୀର୍ବାଦ ଓ ଖୋରଧା ବାସୀ ଙ୍କ ର ଭଲପାଇବାରୁ ଆପଣ ଆହୁରି ସୁସ୍ଥ, ସବଳ ହୋଇ ଫେରନ୍ତୁ, ଓଡ଼ିଶା ବାସୀ ଆପଣଙ୍କୁ ଅପେକ୍ଷା କରିଛନ୍ତି ଆପଣ ସେମାନଙ୍କ ସେବାରେ ଯଥା ଶୀଘ୍ର ନିଜକୁ ନିୟୋଜିତ କରନ୍ତୁ ଆପଣଙ୍କ  ସଫଳ ଚିକିତ୍ସା ଏବଂ ନିରାମୟ ଦୀର୍ଘାୟୁ ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *