ନବୀନ ଙ୍କ ଆଶୁ ଆରୋଗ୍ୟ କାମନା କଲେ ରାଜେନ୍ଦ୍ର

ଖୋର୍ଦ୍ଧା :ଆଜି ଚିକିତ୍ସା ପାଇଁ ମୁମ୍ବାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି  ନବୀନ ପଟ୍ଟନାୟକ । ଜୁନ ୨୨ରେ ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ହେବ ତାଙ୍କର ଚିକିତ୍ସା ।ଶ୍ରୀଜଗନ୍ନାଥଙ୍କ କୃପାରୁ ଓ ସାଢେ ଚାରିକୋଟି ଓଡିଆଙ୍କ ଆଶୀର୍ବାଦ ଓ ଭଲପାଇବାରୁ ଆପଣ ଆହୁରି ସୁସ୍ଥ ଓ ସତେଜ ହୋଇ ଫେରି ଉତ୍କଳ ଜନନୀ ର ସେବାରେ ଖୁବ୍ ଶୀଘ୍ର ନିଜକୁ  ନିୟୋଜିତ କରନ୍ତୁ l ତାଙ୍କର ସଫଳ ଚିକିତ୍ସା ଏବଂ ନିରାମୟ ଦୀର୍ଘାୟୁ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ  ନିକଟରେ ପ୍ରାର୍ଥନା କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *