ଭୁବନେଶ୍ଵର :- ଆସନ୍ତା ଅଗଷ୍ଟ ୧୫ରୁ ନୂଆ ଫାଷ୍ଟଟ୍ୟାଗ୍ ନିୟମ । କାର୍ଯ୍ୟକାରୀ ହେବ ଫ୍ୟାସ୍ ଟ୍ୟାଗର ବାର୍ଷିକ ପାସ୍। ୩ ହଜାର ଟଙ୍କାରେ ବର୍ଷେ ଯାଏଁ ରହିବ ଫାଷ୍ଟ ଟ୍ୟାଗ୍ ଅବଧି। ୨୦୦ ଟ୍ରିପ୍ ପର୍ଯ୍ୟନ୍ତ ଚଳାଚଳ କରିପାରିବେ ଯାନବାହନ। ଏକ ବର୍ଷ କିମ୍ବା ୨୦୦ ଟ୍ରିପ୍ ଯାଏଁ ବଳବତ୍ତର ରହିବ ପାସ୍। ସୂଚନା ଦେଲେ କେନ୍ଦ୍ର ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now