ଖୋର୍ଦ୍ଧା,(୨୪/୦୧):- ଖୋରଧା ଉପକଣ୍ଠ ଦାଧିମାଛଗାଡିଆ ରେ ମାତିଛନ୍ତି ମାଙ୍କଡ । ହାତୀ ଭୟ ସାଙ୍ଗକୁ ଏବେ ମାଙ୍କଡ ଭୟ । ଆଜି ଗୟା ବନ୍ଧ ଠାରେ ହାତୀ ଆକ୍ରମଣ ରେ ମୃତ୍ୟୁ ହୋଇଥିବାବେଳେ ସନ୍ଧ୍ୟାରେ ମାଙ୍କଡ ଆକ୍ରମଣ ରେ ଗୁରୁତର ଆହତ ହୋଇଛନ୍ତି ପାଞ୍ଚ ଜଣ ।

ଲୋକମାନେ ବର୍ତ୍ତମାନ ଅତିଷ୍ଠ । ଚିକିତ୍ସା ପାଇଁ ସେମାନଙ୍କୁ ମେଡିକାଲ ରେ ଭର୍ତ୍ତିକରି ଚିକିତ୍ସା ଜାରି ରହିଛି ।ବିଭାଗ ଏ ଦିଗରେ ଧ୍ୟାନ ଦେବା ପାଇଁ ଜନ ସାଧାରଣ ରେ ଦାବି ହେଉଛି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now