ଭାଙ୍ଗିଲା ପାଣ୍ଡିଆବିଲି ଅସ୍ଥାୟୀ ନଦୀ ରାସ୍ତା, ଯାତାୟାତ ରାସ୍ତାରେ ୩୦ଫୁଟ୍ ଘାଇ, ବିଭିନ୍ନ ବ୍ଲକକୁ ଯୋଗାଯୋଗ ବିଛିନ୍ନ
ଖୋର୍ଦ୍ଧା: – ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ପଞ୍ଚାୟତ ପାଣ୍ଡିଆବିଲିକୁ ଏକମାତ୍ର ଯାତାୟାତ ଅସ୍ଥାୟୀ ନଦୀ ରାସ୍ତାଟି ଆଜି ପ୍ରଥମ ବନ୍ୟାଜଳରେ ଭାଙ୍ଗିଯାଇଛି। ରାଜୁଆ ଓ ଦୟାନଦୀର…
