ଗତ ଏକ ବର୍ଷରେ ଓଡ଼ିଶା ଅଗ୍ନିଶମ ୭୫୯୯ ଜୀବନ ବଞ୍ଚାଇଛନ୍ତି, ୧୭ ହଜାର ପ୍ରାଣୀଙ୍କୁ ଉଦ୍ଧାର କରିଛନ୍ତି

ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ୬୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,( ୨୩/୦୮) :-ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି…

ଜନଜାତି ପାଇଁ ଉଦ୍ଦିଷ୍ଟ ଯୋଜନାର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ: ରାଜ୍ୟପାଳ

ଭୁବନେଶ୍ୱର, (୨୩/୦୮): –  ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡିକର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ ବୋଲି ରାଜ୍ୟପାଳ ଡ଼. ହରି…

ମନୁଷ୍ୟ ଓ ସୃଷ୍ଟି ପାଇଁ ଗୋମାତାଙ୍କ ସୁରକ୍ଷା ଅପରିହାର୍ଯ୍ୟ;
ସଭିଏଁ ଏକ ହୋଇ ଗୋବଂଶ ରକ୍ଷା ଶପଥ ନେବା

ଖୋର୍ଦ୍ଧା: (୨୩/୦୮) -ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ଗୋମାତା । ହିନ୍ଦୁ ଧର୍ମରେ ଗାଈ ଙ୍କର ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଗାଈକୁ ଉଭୟ ମା ଏବଂ…

ପରକ୍ରିୟା ପ୍ରୀତି ର କରୁଣ ପରିଣତି : ସ୍ତ୍ରୀ ର ପ୍ରେମିକ କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ଵାମୀ

ଖୋର୍ଦ୍ଧା  :- ପରକ୍ରିୟା ପ୍ରୀତିର କରୁଣ ପରିଣତି, ବିଚ୍ ରାସ୍ତାରେ ସ୍ତ୍ରୀ ର ପ୍ରେମିକ କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ଵାମୀ। ନିଜକୁ ବଞ୍ଚାଇବାକୁ ଯୁବକ ଥାନାକୁ…

ଖୋରଧା ଟାଙ୍ଗୀ କୁ ଏନ୍.ଏ.ସି.ଘୋଷଣା ଦାବି ରେ ଏକଜୁଟ ହେଲେ ଅଞ୍ଚଳବାସୀ

ଆସନ୍ତା ସୋମବାର ଦେବେ ଦାବିପତ୍ର

ଖୋର୍ଦ୍ଧା, (୨୩/୦୮) :- ପୂର୍ବ ନବୀନ ସରକାର ଟାଙ୍ଗୀ କୁ NAC ଘୋଷଣା କରିଥିଲେ, ହେଲେ ନୂତନ ସରକାର ଆସିବା ପରେ ଏ ଦିଗରେ କୌଣସି ପଦକ୍ଷେପ…

ବିଦେଶରେ ଦୁର୍ଘଟଣାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ;
ସାଉଦିଆରବରୁ ମୃତଦେହ ଗ୍ରାମକୁ ଫେରାଇ ଆଣିବାକୁ ପରିବାରର ନିବେଦନ

ଖୋର୍ଦ୍ଧା ୨୨।୮: – ବାଲୁଗାଁ ବାଣପୁର ଅଞ୍ଚଳରୁ ବହୁ ଲୋକ ଅଧିକ ରୋଜଗାର କରିବାର ଆଶାରେ ବିଦେଶକୁ ଯାଇ କାମ କରିଆସୁଥିବା ବେଳେ ବାରମ୍ବାର ବିଦେଶରେ ଓଡିଆ…

ପାର୍ବଣ ଋତୁ ସମୟରେ ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷା କୁ ଗୁରୁତ୍ଵ..
ଚାନ୍ଦା ଆଦାୟ କାରୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

କଟକ :- ଆଗକୁ ଆସୁଛି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ  ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା…

ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ

ପୁରୀ :- ଶ୍ରୀମନ୍ଦିର ଉପରକୁ ଛାଡ଼ିବାକୁ ବେହରାନଦ୍ୱାରଦେଇ  ଉଦ୍ୟମ କରୁଥିଲେ ଜଣେ ଭକ୍ତ । ତାଙ୍କୁ କବୁ କରିଛନ୍ତି ସୁରକ୍ଷା କର୍ମୀ । ଯୁବକ ଜଣକ ଉତ୍ତରପ୍ରଦେଶ…