ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା,ଆଧ୍ୟାତ୍ମିକତାର ଦିବ୍ୟ ଅନୁଭବ :ତୀର୍ଥ ଯାତ୍ରୀଙ୍କ ଅଯୋଧ୍ୟା – ବାରଣାସୀ ଯାତ୍ରା
ଖୋର୍ଦ୍ଧା,(୦୯/୦୮):- ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଯୋଧ୍ୟା – ବାରାଣସୀ ବରିଷ୍ଟ ନାଗରିକ ମାନଙ୍କ ତୀର୍ଥଯାତ୍ରା ପର୍ଯ୍ୟଟନ ଅଧିକାରୀ ମୀରା ବେହେରାଙ୍କ ପରିଚାଳନାରେ ଶୁଭାରମ୍ଭ କରାଯାଇଅଛି…
