ବାପାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ରୁ ଦେଢ଼ ବର୍ଷର ଶିଶୁ କନ୍ୟା ଭବିଷ୍ୟତ ଅନ୍ଧାରରେ : ସରକାରୀ ସହାୟତା ଓ ନିୟୋଜନ ଅପେକ୍ଷାରେ ପରିବାର
ଖୋର୍ଦ୍ଧା,(୧୨/୦୨):- ବେଗୁନିଆ ବ୍ଲକ, ଅନ୍ତର୍ଗତ ଗଡମାଣତ୍ରି ଗ୍ରାମର ରବିନ୍ଦ୍ର ବିଶ୍ଵାଳ ଙ୍କର ୨୪ବର୍ଷର ଭେଣ୍ଡିଆ ପୁଅ ଚନ୍ଦ୍ରଶେଖର ବିଶ୍ଵାଳ ଙ୍କର ଏକ ସଡ଼କ ଦୃଘଟଣାରେ ମୃତ୍ୟୁ ଘଟିଯାଇଛି…
