ସାର୍ବଜନୀନ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା, ବିପର୍ଯ୍ୟୟ ମୋଚନ, ଏବଂ ପୋଲିସଙ୍କ ଦୈନନ୍ଦିନ କାର୍ଯ୍ୟରେ ସହାୟତା ପ୍ରଦାନରେ ହୋମ ଗାର୍ଡ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ: ଏସ.ପି
ଖୋର୍ଦ୍ଧାରେ ୬୩ତମ ହୋମ ଗାର୍ଡ ଓ ସିଭିଲ୍ ଡିଫେନ୍ସ ଦିବସ ପାଳନ ଖୋର୍ଦ୍ଧା,(୬/୧୨):- ରିଜର୍ଭ ପୋଲିସ ଗ୍ରାଉଣ୍ଡ, ଖୋର୍ଦ୍ଧାରେ ଆଜି ଖୋର୍ଦ୍ଧା ପୋଲିସ କର୍ତ୍ତୃପକ୍ଷ ୬୩ତମ ହୋମ…
