ନିଉଦିଲ୍ଲୀ:- ଆସନ୍ତା ଅଗଷ୍ଟ ମାସ ୨ ତାରିଖ ରେ ମିଳିବ ପି ଏମ୍ କିଶାନ ଟଙ୍କା । ଡିବିଟି ଜରିଆରେ ୨୦ତମ କିସ୍ତି ପ୍ରଦାନ କରିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରତ୍ୟେକ ହିତାଧିକାରୀ ଙ୍କୁ ମିଳିବ ୨୦୦୦ ଟଙ୍କା। ୯ କୋଟି ୭୦ ଲକ୍ଷ୍ ହିତାଧିକାରୀଙ୍କୁ ଡିବିଟି ଜରିଆରେ ମିଳିବ ୨୦ ହଜାର ୫୦୦ କୋଟି ଟଙ୍କା ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now