ପୁରୀ, : -( ଶୁଭ ଖବର) ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡର ୨ କିଲୋମିଟର ପରିଧି ମଧ୍ୟରେ ମଦ ଓ ଆମିଷ ବିକ୍ରି ମନା। ଏହି ଅଞ୍ଚଳରେ ସବୁ ଦିନ ପାଇଁ ମଦ ଓ ଆମିଷ ବିକ୍ରି ନିଷେଧ କରାଯିବ। ଏହା ସହ ମଦ ବାର ମଧ୍ୟ ଖୋଲିବା ଉପରେ କଟକଣା ଜାରି କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now