ବେଗୁନିଆ ରେ ଯୋଗଦେବେ ନୂଆ ବିଡ଼ିଓ

ବେଗୁନିଆ – ୧୯/୦୫ -ରାଜ୍ୟସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପତ୍ରାଙ୍କ ସଂଖ୍ୟା ୧୨୯୨୪/୧୯.୦୫.୨୦୨୫ ଅନୁସାରେ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରଜାଇଛି  । ସେହି କ୍ରମ ରେ କିଛି ଦିନ ହେଲା ଖାଲି ପଡ଼ିଥିବା ବେଗୁନିଆ ବିଡ଼ିଓ  ପଦବୀ ପୂରଣ ହୋଇଛି । ବେଗୁନିଆ ବିଡ଼ିଓ ଭାବେ ସନ୍ତୋଷ କୁମାର ଜେନା ଙ୍କୁ ନିଯୁକ୍ତି ଦିଆଯାଇଛି । ସେ ଖୁବ୍ ଶୀଘ୍ର କାର୍ଯ୍ୟ ରେ ଯୋଗଦେବେ ବୋଲି ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ ପୂର୍ବତନ ବିଡ଼ିଓ ଲକ୍ଷ୍ମୀଧର ସାହୁ ଙ୍କ ଅବସର ପରେ ଭରlପ୍ରlପ୍ତ ବିଡ଼ିଓ ଦାୟୀତ୍ୱ ତୁଲାଉଥିଲେ ଖୋରଧା ବିଡ଼ିଓ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *