ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧିକଲା ବିଭାଗ

ଭୁବନେଶ୍ୱର : – (ଶୁଭ ଖବର )ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ପୁଣି ବୃଦ୍ଧି ହୋଇଛି। ଜୁନ ୧ ତାରିଖ ଯାଏଁ ଥିବା ଅବଧିକୁ ଆହୁରି ୩ ଦିନ ଯାଏଁ ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ। ଛାତ୍ରଛାତ୍ରୀମାନେ ଜୁନ୍‌ ଜୁନ୍‌ ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ସାମ୍‌ସ ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ  ଦାଖଲ କରିପାରିବେ। ଏହି ସମୟ ମଧ୍ୟରେ ପୂର୍ବରୁ ଫର୍ମ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କରିବା ସହ ଯୁକ୍ତ ୨ ମାର୍କ ଅପ୍‌ଲୋଡ୍‌ କରିପାରିବେ। ନାମଲେଖା ପାଇଁ ଚୟନ ତାଲିକା ଓ ୱେଟିଂ ଲିଷ୍ଟ ତାଲିକା ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *