ଖୋର୍ଦ୍ଧା:- ୟୁନିଫର୍ମ ବଣ୍ଟନରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲା ଶିକ୍ଷା ଅଧିକାରୀ ।ଶିକ୍ଷା ବର୍ଷ ସରିବାକୁ ବସିଲାଣି ହେଲେ ଛାତ୍ର ଛାତ୍ରୀ ଙ୍କୁ ମିଳିନି ସ୍କୁଲ ୟୁନିଫର୍ମ ।ଖୋର୍ଦ୍ଧା ଜିଲ୍ଲାର ୨୩୭ ପ୍ରଧାନ ଶିକ୍ଷକ ଓ ୮ ବିଇଓଙ୍କ ଦରମା ବନ୍ଦ ।ଛାତ୍ର ଛାତ୍ରୀଙ୍କ ୟୁନିଫର୍ମ ନ ଦେବା ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ରହିବ ଅଧିକାରୀଙ୍କର ବୋଲି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷ ରୁ ସୂଚନା ।ଏନେଇ ଶିକ୍ଷା ଅଧୂକାରୀଙ୍କ କାର୍ଯ୍ୟାନୁଷ୍ଠାନ ତୁରନ୍ତ ୟୁନିଫର୍ମ ଯୋଗାଇ ଦେବାକୁ ନିର୍ଦ୍ଦେଶ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now