ଭୁବନେଶ୍ୱର ;- ଅର୍ଚ୍ଚନା ନାଗ ଙ୍କ ଅଭିଯୋଗ କ୍ରମେ ଭୁବନେଶ୍ବର ମଞ୍ଚେଶ୍ଵର୍ ଥାନା ପୋଲିସ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି । ତାଙ୍କୁ ଓ ତାଙ୍କ ପୁଅକୁ ମାରିବାକୁ ଉଦ୍ୟମ କରୁଥିବା ଥାନା ରେ ଅଭିଯୋଗ କରିଛନ୍ତି ଅର୍ଚ୍ଚନା ।ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ କରିଛି ପୋଲିସ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now