ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ

ପୁରୀ :- ଶ୍ରୀମନ୍ଦିର ଉପରକୁ ଛାଡ଼ିବାକୁ ବେହରାନଦ୍ୱାରଦେଇ  ଉଦ୍ୟମ କରୁଥିଲେ ଜଣେ ଭକ୍ତ । ତାଙ୍କୁ କବୁ କରିଛନ୍ତି ସୁରକ୍ଷା କର୍ମୀ । ଯୁବକ ଜଣକ ଉତ୍ତରପ୍ରଦେଶ ର ବୋଲି ସୂଚନା । ବାରମ୍ବାର ଘଟୁଛି ଏଭଳି ଘଟଣା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *