ଖୋର୍ଦ୍ଧା :- ଗୁରୁଜଂଗ ସରକାରୀ ଉଚ୍ଚ ବିଦ୍ୟାଳୟ ପାଚେରୀ କୁ ଲାଗି ରହିଥିବା ନିମ୍ବ ଗଛରେ ଏକ ମୃତ ଦେହ ଝୁଲି ରହିଛି। ତାର ନାମ ସୁକାନ୍ତ ଭୋଇ , ବୟସ ୩୫,ପିତା- କୈଳାସ ଭୋଇ, ଭାଇ ବସନ୍ତ ଭୋଇ ବୋଲି ସୂଚନା । ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now