ସମ୍ବଲପୁର :- ହୀରାକୁଦ ବାମପର୍ଶ୍ଵ ଡାଇକ ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର , ତାଙ୍କ ପରିଚୟ ମିଳିଥିବାବେଳେ ସେ ଆଦିତ୍ୟ ସାହୁ ବୋଲି ସ୍ପଷ୍ଟ ହୋଇଛି , ଗତ 25 ତାରିଖରୁ ଜଣେ ଯୁବକ ନିଖୋଜ ଥିବା ପୋଲିସ ପାଖରେ ରିପୋର୍ଟ ହୋଇଥିବା ସୂଚନା , ବିଭିନ୍ନ ଦିଗକୁ ନେଇ ପୋଲିସର ଛନ ଭିନ ଆରମ୍ଭ , ଯୁବକ ଜଣକ ବରପାଲି ଅଞ୍ଚଳର ପ୍ରାଥମିକ ସୂଚନା , ଯୁବକ ଜଣକ ବରପାଲି ର ହୋଇଥିବାବେଳେ ପଦମ୍ ପୁର ଏକ କାର ସୋରୁମ୍ ରେ କାମ କରୁଥିବା ସୂଚନା ମିଳିଛି l ମୃତଦେହ ନିକଟରୁ ଡିଜେଲ୍ ଜାର ସହ ଜିକସର୍ ମଟର ସାଇକଲ ଉଦ୍ଧାର କରିଛି ପୋଲିସ , ତେବେ ପ୍ରଥମିକ ଅନୁସନ୍ଧାନରୁ ଏହା ପ୍ରେମ ଜନିତ ହତ୍ୟା ବୋଲି ପରିବାର ବର୍ଗ କହୁଥିବା ବେଳେ ଆସନ୍ତାକାଲି ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ହେଲେ ପୋଲିସ କାହିଁକି ଗଣ ମାଧ୍ୟମକୁ ଖବର ଦେଉନଥିବାରୁ ପୋଲିସ କାହିଁକି ଲୁଚାଉଛି ବୋଲି ସମସ୍ତେ ପ୍ରଶ୍ନ କରୁଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now