ଜଗତସିଂପୁର:- ଆଜି ଶ୍ରାବଣ ସୋମବାର । ଜଳଲାଗି ପାଇଁ ଶୈବ ପୀଠ ମାନଙ୍କରେ ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ଦୁଇ କାଉଡ଼ିଆ ଙ୍କୁ ଚଢ଼ିଗଲା ବସ । ଘଟଣାସ୍ଥଳ ରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉଜଣ ଙ୍କ ର ମେଡିକାଲ ରେ ମୃତୁ ହୋଇଥିଲା ।ନାଉଗାଁ ପାଳସହି ଛକ ନିକଟରେ ଘଟିଛି ଦୁର୍ଘଟଣା । ବାବା ଗୋରଖ ନାଥ ପୀଠରେ ଜଳଲାଗି ପାଇଁ । ସାଇ କ୍ରିଷ୍ଣା ବସ ଦୁର୍ଘଟଣା ରେ ଦୁଇ କାଉଡ଼ିଆ ମୃତୁ ବରଣ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । କାଉଡ଼ିଆ ଦୁଇଜଣ ପୁରୀ ଅଞ୍ଚଳ ର ହୋଇଥିବା ସୂଚନା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now