ବିଜେଡି ରୁ ନିଲମ୍ବିତ ହେଲେ ଅମରେଶ

ଭୁବନେଶ୍ୱର:- ଭୁବନେଶ୍ଵର ମହାନଗର ନିଗମର କର୍ପୋରେଟର ଅମରେଶ ଜେନା କୁ ନିଲମ୍ବିତ କଲା ବିଜେଡି । ଗିରଫ ପରେ ନିଲମ୍ବିତ କଲା ଦଳର ସୁପ୍ରିମୋ । ଗତକାଲି ଗିରଫ ହୋଇଥିଲେ ଅମରେଶ ଓ ତାଙ୍କ ୫ ସହଯୋଗୀ । ବାଲେଶ୍ଵର ରୁ ଗିରଫ କଲା କମିଶନରେଟ୍ ପୋଲିସ ।ନାବାଳିକା ଦୁଷ୍କର୍ମ ମାମଲା ରେ ଗିରଫ ହୋଇଛନ୍ତି ଅମରେଶ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *