ଖୋର୍ଦ୍ଧା: – (ଶୁଭ ଖବର)ବେଗୁନିଆ ବ୍ଲକ ଅନ୍ତର୍ଗତ ସିମର ପଂଚାୟତ ଅନ୍ତର୍ଗତ ଗଂପୁର – କଣ୍ଟାମଳିମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୬ ତମ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ସେଠୀଙ୍କ ଆବାହକତ୍ବରେ ଶିକ୍ଷକ ରମେଶ ଚନ୍ଦ୍ର ବେହେରା,ତ୍ରିନାଥ ପରିଡା, ଶିକ୍ଷୟିତ୍ରୀ ବାସନ୍ତୀ ସାହୁ,ଆଲୁମିନା କମିଟି ସଦସ୍ୟ ଜଗଦୀଶ ପାତ୍ରଙ୍କ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now