୧-ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା। କଟ୍ ଅଫ୍ ମାର୍କରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩ ପ୍ରତିଶତ, ବିଜ୍ଞାନରେ ୯୧.୮୩ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି
୨-ପୁରୀ : ରଥ ଉପରେ ଭାଙ୍ଗିଲା ଅଧର ହାଣ୍ଡି, ତୃପ୍ତ ହେଲେ ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡା
୩-ଭୁବନେଶ୍ବର : ୬ ଦଫା ଦାବିରେ ଆଜି ଠୁ ରାଜ୍ୟବ୍ୟାପୀ ଡ୍ରାଇଭର ଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଅଖ ଚକ ସବୁ ହେବ ଜାମ୍
୪-ସମ୍ପୂର୍ଣ୍ଣ ହେଲା ରତ୍ନ ଭଣ୍ଡାର ମରାମତି କାମ, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
୫-ଭୁବନେଶ୍ୱର : ସଡ଼କ ଦୁର୍ଘଟଣାରେ ଆହତ ଙ୍କୁ ଉଦ୍ଧାର କଲେ ମିଳିବ ୨୫ ହଜାର ଟଙ୍କା, ତାଙ୍କୁ ରାହା ବୀର ନାମରେ ସମ୍ବୋଧନ କରାଯିବ
୬-ନିର୍ବିବାଦୀୟ ଭାବରେ ମନମୋହନ ସାମଲ ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି ଭାଗେ ନିର୍ବାଚିତ ହୋଇଛନ୍ତି
୭-ଭୁବନେଶ୍ୱର : ୫ ବର୍ଷରେ ଦେଢ଼ ଲକ୍ଷ ପଦ ପୂରଣ ଚିନ୍ତା, ସବୁ ବିଭାଗକୁ ତଥ୍ୟ ମାଗିଲେ ସରକାର
୮-ଡ଼ାକ୍ତରଖାନାରୁ ଡ଼ିସଚାର୍ଜ ହେଲେ ନବୀନ, କିନ୍ତୁ ଡ଼ାକ୍ତର ଙ୍କ ପରାମର୍ଶକ୍ରମେ ସେ ଏବେ ଆଉ କିଛିଦିନ ମୁମ୍ବାଇରେ ରହିବେ। ସେଠାରେ ତାଙ୍କର ଫିଜିଓଥେରାପି ଚିକିତ୍ସା ଚାଲିବ
୯-ଅକ୍ଟୋବର ରୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ
୧୦-ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ମତ୍ସ୍ୟ ସେବାରେ ୨୧୭, ଉଦ୍ଯାନ କୃଷି ସେବାରେ ୬୭ ନୂଆପଦ ସୃଷ୍ଟି
୧୧-ଶ୍ରୀଲିଙ୍ଗରାଜ ମନ୍ଦିରର ଶ୍ରାବଣୀ ପ୍ରସ୍ତୁତି : ଭୋର ୩ ଟାରେ ମନ୍ଦିର ପହଡ଼ ଖୋଲିବ, ୪ ଟି ସୋମବାର ଜଳଲାଗି ହେବ
୧୨-ଯାଜପୁର : ବୈତରଣୀରେ ବୃଦ୍ଧି ପାଉଛି ଜଳସ୍ତର ; ଜିଲ୍ଲାପାଳ କହିଲେ-ନାହିଁ ବନ୍ୟା ପରିସ୍ଥିତି, ତଥାପି ପ୍ରସ୍ତୁତ ପ୍ରଶାସନ
୧୩-ନନ୍ଦନକାନନରେ ପୁଣି ଜନ୍ମ ନେଲେ ୧୧ ହଳଦିଆ ଆନାକୋଣ୍ଡା, ୨୫ ରେ ପହଁଚିଲା ସଂଖ୍ୟା
୧୪-ବାଲିଗୁଡ଼ା : ଏକ କାଳୀନ ତିନୋଟି ପୁତ୍ର ସନ୍ତାନ ଜନ୍ମଦେଇ ଚର୍ଚ୍ଚାରେ କଂସ ମାଝୀ ଙ୍କ ସ୍ତ୍ରୀ ରଂଜିତା ମାଝୀ
୧୫-ନବରଙ୍ଗପୁରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ; ଉପାନ୍ତ ଅଞ୍ଚଳରେ ପହଞ୍ଚିଲେ ବଡ଼ ଡାକ୍ତରଖାନାର ବିଶେଷଜ୍ଞ ଡ଼ାକ୍ତର
୧୬-ଗାଁ ଗାଁ ‘ ରେ ଉଠିଲାଣି ହାତ ; କମବ୍ୟାକ୍ ପାଇଁ କମର କସିଲାଣି କଂଗ୍ରେସ, ଡ଼ବଲ ଇଞ୍ଜିନ ସରକାର ବିରୋଧରେ ରଣହୁଙ୍କାର
୧୭-ଫୁଲବାଣୀ : ବଡ଼ ସଫଳତା ; ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡ଼ର ଙ୍କ ସମେତ ତିନି ଜଣ ହାର୍ଡ଼କୋର ମାଓବାଦୀ
୧୮-ଭୁବନେଶ୍ୱର : ୧୭ ଦଫା ଦାବି ନେଇ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଆସନ୍ତା ୯ ତାରିଖରେ
୧୯-ନୂଆ ଦିଲ୍ଲୀ : ଭାରତ କୁ ପ୍ରତ୍ଯର୍ପିତ ହେବ ଖାଲିସ୍ଥାନ ଆତଙ୍କବାଦୀ ହରପ୍ରିତ
୨୦-ପ୍ରବଳ ବର୍ଷା ପାଇଁ କେଦାରନାଥ ଯାତ୍ରା ବନ୍ଦ ; ଉତ୍ତରାଖଣ୍ଡରେ ଭୂସ୍ଖଳନର ବିପଦ
୨୧-ନୂଆଦିଲ୍ଲୀ : ଇତିହାସ ରଚିଲେ ଦକ୍ଷିଣ ଆଫ୍ରିକାର କ୍ରିକେଟର ଓ୍ଵିୟାନ୍ ମୁଲଡ଼ର। ବୁଲାବାୟୋ ଟେଷ୍ଟରେ ତ୍ରିଶତକ ଅର୍ଜନ କଲେ
୨୨-ଜାପାନ-ଦକ୍ଷିଣ କୋରିଆକୁ ଟ୍ରମ୍ପଙ୍କ ଝଟକା, ୨୫% ଟାରିଫ ଲଗାଇଲା ଆମେରିକା |
୨୩-ଆଜି ଶ୍ରୀ ଜଗନ୍ନାଥ ଙ୍କ ନୀଳାଦ୍ରୀ ବିଜେ, ଶିବ ଶୟନ ଯାତ୍ରା ଓ ବୀରମିତ୍ର ସିଂହଦେଓ ତିରୋଧାନ
Subha Khabar is now on Whatsapp
Join and get latest news update delivered to you via whatsapp
Join Now