ଅଜଣା ମୃତଦେହ ଉଧାର : ଶିଳ୍ପାଞ୍ଚଳ ଥାନା ର ତଦନ୍ତ ଆରମ୍ଭ

ଖୋର୍ଦ୍ଧା :- ସମନ୍ତର।ପୂର୍  ଠେଙ୍ଗ।ହ।ଟ ଠାରୁ ବରୁଣେଇ ରାସ୍ତା ର ବଧା ପୋଖରୀ ଠାରେ ଏକ ରକ୍ତାକ୍ତ ଅବସ୍ଥାରେ ଅଚିହ୍ନା ମୃତଦେହ ଉଦ୍ଧାର । ଅଜଣା ଶବ ଟି ପଡ଼ିଥିବା ର ସ୍ଥାନୀୟ ବାସିନ୍ଦା ଙ୍କ ସୂଚନା ଅନୁସାରେ  ସେଠାରେ ଲୋକମାନଙ୍କ ର ଗହଳି ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ଶିଳ୍ପାଞ୍ଚଳ ଥାନା ପୋଲିସ ଘଟଣା ସ୍ଥଳେ ରେ ପହଞ୍ଚି  ଶବ ଟିକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲେ ।  ତଦନ୍ତ ଜ।ରିରଖିଛି ଶିଳ୍ପାଞ୍ଚଳ ପୋଲିସ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *