ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଦୀପ

ବେଗୁନିଆ :- ଆଜି ଚିକିତ୍ସା ପାଇଁ ମୁମ୍ବାଇ ଯିବେ ଓଡ଼ିଆ ଙ୍କ ଜନ ମାନସ ର ନେତା  ନବୀନ ପଟ୍ଟନାୟକ । ଜୁନ ୨୨ରେ ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ରେ ହେବ ଚିକିତ୍ସା  ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଓ ସାଢେ ଚାରିକୋଟି ଓଡିଆଙ୍କ ଆଶୀର୍ବାଦ ଓ ବେଗୁନିଆ ବୋଲଗଡ ବାସୀଙ୍କ  ଭଲପାଇବାରୁ ଆପଣ ଆହୁରି ସୁସ୍ଥ ଓ ସତେଜ ହୋଇ ଫେରି ସମଗ୍ର ଓଡ଼ିଶାବାସୀଙ୍କ ସେବାରେ ଯଥା ଶୀଘ୍ର ନିୟୋଜିତ ହୁଅନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ l ଆପଣଙ୍କ ସଫଳ ଚିକିତ୍ସା ଏବଂ ନିରାମୟ ଦୀର୍ଘାୟୁ  ମୋର ଏକାନ୍ତ କାମ୍ୟ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *