ନୂତନ ଅବକାରୀ ଥାନା ଉପନୀରିକ୍ଷକ ଙ୍କ ଯୋଗଦାନ

ଖୋର୍ଦ୍ଧା:- (ଶୁଭ ଖବର)ବେଗୁନିଆ ଅବକାରୀ ଥାନାର ନୂତନ ଭାବେ ଉପନୀରିକ୍ଷକ ସଞ୍ଜୟ କୁମାର ସୁବୁଦ୍ଧି ଯୋଗଦାନ କରିଛନ୍ତି l ପୂର୍ବରୁ ସେ ବାଲୁଗାଁ ଅବକାରୀ ଥାନାରେ କାର୍ଯ୍ୟରତ ଥିଲେ l ଏଠାରେ କାର୍ଯ୍ୟରତ ଉପ ନୀରିକ୍ଷକ ରାଜେନ୍ଦ୍ର କୁମାର ଖେସଙ୍କୁ ଜଟଣୀକୁ ବଦଳି ହେବା ପରେ  ନୂତନ ଭାବେ ଯୋଗ ଦେଇଥିବା ଶ୍ରୀ ସୁବୁଦ୍ଧି ମଦ ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କ ଉପରେ ନଜର ରଖିବା ସହ ବେଗୁନିଆ କୁ ମଦ ମୁକ୍ତ କରିବା ପାଇଁ ତାଙ୍କର ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *