ବୋଲେରୋ ଓ ବାଇକ୍ ଧକ୍କା : ବାଇକ୍ ଆରୋହୀ ମୃତ

ଖୋର୍ଦ୍ଧା,(୨୬/୦୧):- ବାଘମାରି ଥାନା ଚଣ୍ଡିଆ ପଲ୍ଲା ସରଧାପୂର୍ ମୁଖ୍ୟ ରାସ୍ତା ରେ ବୋଲେରୋ ଓ ବାଇକ୍ ମଧ୍ୟରେ ହୋଇଛି ମୁହଁ। ମୁହିଁ  ଧକ୍କା । ଉଭୟ ଦୃତ ବେଗରେ ଆସୁଥିବା ବେଳେ ହୋଇଛି ଦୁର୍ଘଟଣା । ଘଟଣା ସ୍ଥଳ ରେ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରିନାହିଁ । ସ୍ଥାନୀୟ ଲୋକ ଘଟଣା ସ୍ଥଳ ରେ  ପହଞ୍ଚି  ଆମ୍ବୁଲାନ୍ସ ଡାକି ମେଡିକାଲ ପଠାଇଥିବା ସୂଚନା ।ବୋଲେରୋ କୁ ଜବତ କରିଥିବା ବେଳେ ଚାଳକ ଚଂପଟ ମାରିଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *