ଭୁବନେଶ୍ଵର:- ଡେପୁଟି କମିଶନର ଙ୍କ ଆକ୍ରମଣ ଘଟଣାରେ ପୂର୍ବରୁ ପାଞ୍ଚ ଜଣ ଗିରଫ ହୋଇଥିଲା ବେଳେ ଆଜି ଡିସିପି କାର୍ଯ୍ୟାଳୟ ରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆତ୍ମ ସମର୍ପଣ କରିଲା ପରେ ଗିରଫ କରିଛି ପୋଲିସ । ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛି ଓ ଏ ଏସ ସଂଘ । ସୂଚନା ଦେଇଛନ୍ତି ସଭାପତି ଜ୍ୟୋତି ମିଶ୍ର ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now