ଗଞ୍ଜେଇ ଚୋରା ଚାଲାଣ : ଦୁଇ ଅଭିଯୁକ୍ତ ଗିରଫ ସହ ସ୍କର୍ପିଓ ଜବତ

ଖୋର୍ଦ୍ଧା,୨୩ା୧: ବୋଲଗଡ ପୁଲିସ ଗତକାଲି ଅପରାହ୍ନରେ ଏକ ସ୍କର୍ପିଓ ରୁ ୪୧କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି ।…

ଉଚ୍ଚ ସ୍ତରୀୟ କମିଟି ସହ ଆଲୋଚନା କଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନ

ମୂଳ ବେତନ ୨୮୦୦ ସହ ୬ବର୍ଷ ମୁଳ ଚାକିରୀ ଗଣନାକୁ ପ୍ରାଥମିକତା   ଖୋର୍ଦ୍ଧା-୨୨/୧-ଏଲିମେଣ୍ଟାରୀ କ୍ୟାଡ଼ର ରୁଲ ପୁନର୍ଗଠନ ହେଲେ ଶିକ୍ଷକ ମାନଙ୍କ ସମସ୍ୟା ଦୂରୀଭୂତ ହୋଇପାରିବ ବୋଲି…

ଜି ଏସ ଟି ସମ୍ମୁଖରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜଣେ ମୃତ ।

ଖୋର୍ଦ୍ଧା, (୨୧/୦୧):- ଜଟଣୀ ରୁ ଖୋର୍ଦ୍ଧା କୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା  ଜି ଏସ ଟି କାର୍ଯ୍ୟଳୟ ସମ୍ମୁଖରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯୁବକଙ୍କ…

ଖୋର୍ଦ୍ଧା ବି ଜେ ବି ହାଇସ୍କୁଲ ୧୯୯୩  ବ୍ୟାଚ ବନ୍ଧୁମିଳନ : ଭାବବିହ୍ୱଳ ହେଲେ ସହପାଠୀ

ଆଗାମୀ ଦିନରେ ଏହି ବ୍ୟାଚ ଆୟୋଜନ କରିବ ବିଭିନ୍ନ ଜନସେବା କାର୍ଯ୍ୟକ୍ରମ ଖୋର୍ଦ୍ଧା,(୧୯/୦୧): ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦ ଦେଶରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ…

କେବଳ ହାତୀ ନୁହେଁ ସମସ୍ତ ଜୀବଜନ୍ତୁ ମନୁଷ୍ୟର ବନ୍ଧୁ,ଏମାନଙ୍କ ସୁରକ୍ଷା ଆମ ସମସ୍ତଙ୍କର ପ୍ରଥମ ଦାୟିତ୍ୱ : ବିଧାୟକ

ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ହାତୀ ସୁରକ୍ଷା ସଚେତନତା।                        ଖୋର୍ଦ୍ଧା,(୧୮/୦୧):- ଜଙ୍ଗଲ ଓ ପରିବେଶ…

ବିଜେଡି ରୁ ନିଲମ୍ବିତ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ଭୁବନେଶ୍ଵର,(୧୬/୦୧):- ଦଳ ବିରୋଧୀ କାର୍ଯ୍ୟ ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ( Naveen Patnaik ) ଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ନଳିନୀ…